ଶିଖରଚଣ୍ଡୀର ହେବ ସୌନ୍ଦର୍ଯ୍ୟୀକରଣ : ରୋପ୍‌ ୱେ, ପାର୍କ, ସାଇକେଲ୍‌ ଟ୍ରାକ୍‌ ପାଇଁ ପ୍ରସ୍ତାବ

୫୩ ଏକରରେ ଖର୍ଚ୍ଚ ହେବ ୫୦ କୋଟି ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀର ବିକାଶ ହେବ। ପାହାଡ଼ର ସୌନ୍ଦର୍ଯ୍ୟୀକରଣ ସହ ଏହା ଉପରେ ଥିବା ମନ୍ଦିରର ବିକାଶ ମଧ୍ୟ କରାଯିବ। ପର୍ଯ୍ୟଟକଙ୍କ ଲାଗି ପାହାଡ଼ ପାଦଦେଶରେ ରିକ୍ରିଏସନାଲ ହବ୍‌ ତଥା ଚିତ୍ତ ବିନୋଦନ କେନ୍ଦ୍ର ନିର୍ମାଣ ହେବ। ପ୍ରାକୃତିକ ପରିବେଶର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର … Continue reading ଶିଖରଚଣ୍ଡୀର ହେବ ସୌନ୍ଦର୍ଯ୍ୟୀକରଣ : ରୋପ୍‌ ୱେ, ପାର୍କ, ସାଇକେଲ୍‌ ଟ୍ରାକ୍‌ ପାଇଁ ପ୍ରସ୍ତାବ